Advertisment

ନ ଯାଇକି ୫୦, ଯାଇକି ୩୦!

ଦୀପାଳି ନା ଟଙ୍କଧର ନା ତରୁଣ? ଏ ତିନି ପ୍ରାର୍ଥୀଙ୍କୁ ନେଇ ନିଜ ଦଳର ଆକଳନ ସେମାନଙ୍କ ପ୍ରାର୍ଥୀ ଜିତିବେ। କଂଗ୍ରେସ କହୁଛି ତରୁଣ, ବିଜେଡି କହୁଛି ଦୀପାଳି ଏବଂ ବିଜେପି କହୁଛି ଟଙ୍କଧର। ଅପେକ୍ଷା ୧୩ ତାରିଖକୁ। ଝାରସୁଗୁଡ଼ାରେ ବିଜେଡିର ମଙ୍ଗ ଧରିଥିବା ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି ରାଜନୀତି ସମୀକ୍ଷକଙ୍କ ମତରେ ୩୦ ହଜାରରୁ ଅଧିକ ହେଲେ ଏହା ବିପୁଳ। ଆଉ ଦୀପାଳି ଦାସ ଝାରସୁଗୁଡାରେ ବିପୁଳ ଭୋଟରେ ଜିତୁଛନ୍ତି।

author-image
Debendra Prusty

Odisha BjD Bjp Congress Jharsuguda Bypoll