Advertisment

ୟାଙ୍କ ଅଭିଶାପ ମୁଣ୍ଡେଇ ବଞ୍ଚିପାରିଲେ ହେଲା!

ଆଖିକୁ ଭଲଭାବେ ଦେଖାଯାଉନି। ଦେହରୁ ବଳ କମିଲାଣି। ଅଣ୍ଟା ବି ଆଉ ବୟସର ଭାର ସମ୍ଭାଳି ପାରୁନି। ଯେଉଁ ବୟସରେ ମୁଣ୍ଡରେ ଚିନ୍ତା କରିବାର ଶକ୍ତି କମିଥାଏ ସେହି ବୟସରେ ପ୍ରତାରଣାର ଶିକାର ହେଲେ କାହାକୁ ବା କହିବେ। ଏଇ ବୟସରେ ଯଦି କେହି ଠକି ୟାଙ୍କ ହକ ମାରିନିଏ ତେବେ କଣ ପ୍ରତିବାଦ କରିପାରିବେ ଇଏ?

author-image
Debendra Prusty

Odisha Old Age