ୟାଙ୍କ ଅଭିଶାପ ମୁଣ୍ଡେଇ ବଞ୍ଚିପାରିଲେ ହେଲା || Corruption Over PDS Rice In Jajpur || Odisha Reporter
Advertisment
ଆଖିକୁ ଭଲଭାବେ ଦେଖାଯାଉନି। ଦେହରୁ ବଳ କମିଲାଣି। ଅଣ୍ଟା ବି ଆଉ ବୟସର ଭାର ସମ୍ଭାଳି ପାରୁନି। ଯେଉଁ ବୟସରେ ମୁଣ୍ଡରେ ଚିନ୍ତା କରିବାର ଶକ୍ତି କମିଥାଏ ସେହି ବୟସରେ ପ୍ରତାରଣାର ଶିକାର ହେଲେ କାହାକୁ ବା କହିବେ। ଏଇ ବୟସରେ ଯଦି କେହି ଠକି ୟାଙ୍କ ହକ ମାରିନିଏ ତେବେ କଣ ପ୍ରତିବାଦ କରିପାରିବେ ଇଏ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us