Advertisment

ଏ ୩୦ କୋଟି କାହାର?

କେଉଁଠୁ ଆସିଥିଲା ୩୦ କୋଟି? କାହାକୁ ଦେବା ପାଇଁ ଆସିଥିଲା କି? ବେଆଇନ ଅର୍ଥ ନୁହେଁ ତ? ଡିଏନ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ବାହାରିଛି ୩୦ କୋଟି ଟଙ୍କା। ଏହାକୁ ନେଇ ବଢ଼ିଛି ସନ୍ଦେହ। ସନ୍ଦେହ ଘେରରେ କର୍ମଚାରୀ, ସନ୍ଦେହର ବଳୟରେ କମ୍ପାନୀ।

author-image
Debendra Prusty

କେଉଁଠୁ ଆସିଥିଲା ୩୦ କୋଟି? କାହାକୁ ଦେବା ପାଇଁ ଆସିଥିଲା କି? ବେଆଇନ ଅର୍ଥ ନୁହେଁ ତ? ଡିଏନ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ବାହାରିଛି ୩୦ କୋଟି ଟଙ୍କା। ଏହାକୁ ନେଇ ବଢ଼ିଛି ସନ୍ଦେହ। ସନ୍ଦେହ ଘେରରେ କର୍ମଚାରୀ, ସନ୍ଦେହର ବଳୟରେ କମ୍ପାନୀ।

Advertisment
Odisha IT Raid Dn Homes DN Group