Advertisment

ଏ ୩୦ କୋଟି କାହାର?

କେଉଁଠୁ ଆସିଥିଲା ୩୦ କୋଟି? କାହାକୁ ଦେବା ପାଇଁ ଆସିଥିଲା କି? ବେଆଇନ ଅର୍ଥ ନୁହେଁ ତ? ଡିଏନ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ବାହାରିଛି ୩୦ କୋଟି ଟଙ୍କା। ଏହାକୁ ନେଇ ବଢ଼ିଛି ସନ୍ଦେହ। ସନ୍ଦେହ ଘେରରେ କର୍ମଚାରୀ, ସନ୍ଦେହର ବଳୟରେ କମ୍ପାନୀ।

IT Raid DN Group Dn Homes Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe