Advertisment

ବିଜେଡି ନେତ୍ରୀଙ୍କୁ ଦିଶୁନି ସେମାଲିକାଙ୍କ କୋହ

ମାଡାମଙ୍କ ପାଇଁ ସବୁ ମହିଳା ସମାନ୍। ମହିଳା ଆଇଆଇସିଙ୍କୁ ନେଇ ବିଜେଡି ମହିଳା ମୋର୍ଚ୍ଚାର ହୃଦୟ ଏବେ ଖୁବ୍ ଯୋର ଜୋରରେ କାନ୍ଦୁଛି। ରାଜ୍ୟ ସରକାର କୁଆଡ଼େ ମହିଳାଙ୍କ ଦୁଃଖ କେବେ ସହି ପାରନ୍ତିନି। ତେଣୁ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଚାଲିଛି ମାରାଥନ ପ୍ରତିବାଦ। ଏପଟେ କିନ୍ତୁ ଦୃଶ୍ୟ କିଛି ଭିନ୍ନ।

author-image
Debendra Prusty

ମାଡାମଙ୍କ ପାଇଁ ସବୁ ମହିଳା ସମାନ୍। ମହିଳା ଆଇଆଇସିଙ୍କୁ ନେଇ ବିଜେଡି ମହିଳା ମୋର୍ଚ୍ଚାର ହୃଦୟ ଏବେ ଖୁବ୍ ଯୋର ଜୋରରେ କାନ୍ଦୁଛି। ରାଜ୍ୟ ସରକାର କୁଆଡ଼େ ମହିଳାଙ୍କ ଦୁଃଖ କେବେ ସହି ପାରନ୍ତିନି। ତେଣୁ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଚାଲିଛି ମାରାଥନ ପ୍ରତିବାଦ। ଏପଟେ କିନ୍ତୁ ଦୃଶ୍ୟ କିଛି ଭିନ୍ନ। 

Advertisment
Bjp BjD Odisha Love Odisha Politics