Advertisment

ସୁଶାନ୍ତଙ୍କୁ ଟାର୍ଗେଟ କଲେ କାହିଁକି ଚୁପ ବିଜେଡି?

ନବ ଦାସ ହତ୍ୟା ଘଟଣାକୁ ନେଇ ଏ ଯାଏଁ କ୍ରାଇମ ବ୍ରାଞ୍ଚର ତଦନ୍ତ ସନ୍ଦେହ ଘେରରେ। କାହିଁକି ନବଙ୍କୁ ହତ୍ୟାକଲା ଗୋପାଳ ସେ କଥାରୁ ପରଦା ଉଠାଇ ପାରିନି କ୍ରାଇମବ୍ରାଞ୍ଚ? ଏହା ପଛରେ କିଏ କାହିଁକି ମାରିଛି ତାକୁ ନେଇ ନୂଆ ନୂଆ କଥା ସବୁ ପଦାକୁ ଆସୁଛି। ବିଧାନସଭା ବାହାରେ କଂଗ୍ରେସ ନେତାମାନେ ସିଧା ଟାଣୁଛନ୍ତି ସୁଶାନ୍ତ ସିଂହଙ୍କୁ। ଅଥଚ ବିଜେଡି ନିରୁତ୍ତର।

Odisha Naveen Patnaik Odisha Politics Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe