Advertisment

କ’ଣ ହେଲା କି ନାରା ବଦଳିଗଲା?

ବିଜେଡିର ପୁଣି ବଦଳିଗଲା ନାରା। ଆଗେ ଶଙ୍ଖ ମୋର ଗର୍ବ, ଏବେ ଜୟ ଜଗନ୍ନାଥ। ମଝିରେ ବବିଙ୍କ କ୍ରୀତଦାସ ବୟାନକୁ ନେଇ ହୋଇଥିଲା ଅନେକ ଆଲୋଚନା। ରାଜନୀତି ପାଇଁ ସ୍ଲୋଗାନ ବଦଳାଉଛି ବିଜେଡି! ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଜଗନ୍ନାଥ ଭରସା!

author-image
Debendra Prusty

ବିଜେଡିର ପୁଣି ବଦଳିଗଲା ନାରା। ଆଗେ ଶଙ୍ଖ ମୋର ଗର୍ବ, ଏବେ ଜୟ ଜଗନ୍ନାଥ। ମଝିରେ ବବିଙ୍କ କ୍ରୀତଦାସ ବୟାନକୁ ନେଇ ହୋଇଥିଲା ଅନେକ ଆଲୋଚନା। ରାଜନୀତି ପାଇଁ ସ୍ଲୋଗାନ ବଦଳାଉଛି ବିଜେଡି! ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଜଗନ୍ନାଥ ଭରସା!

Advertisment
BjD Jagannath Odisha