ଭୟରେ ବିଜେଡିର ଘୋଡ଼ା ବ୍ୟବସାୟ କି ? | Odisha Reporter
Advertisment
କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ ମହେନ୍ଦ୍ର ନାୟକ। ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ତ୍ରିନାଥ ଗୁଆଳ। ବିଜେପି ଛାଡ଼ି ଶଙ୍ଖ ଧରିଲେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ। ଏଠି ପ୍ରଶ୍ନ ଯଦି ଜିତୁଛି ବିଜେଡି ତେବେ ଦଳ କାହିଁକି ଟାଣୁଛି ବାହାର ନେତାଙ୍କୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us