କେବଳ ଏତିକି କହି ରହିଗଲେ ଦୀପାଳି ... | Odisha Reporter
ଭାଷଣରେ ବାପାଙ୍କ ମୃତ୍ୟୁ ସମ୍ପର୍କରେ ଖାଲି ଏତିକି କହିଲେ ଦୀପାଳି। ଏହା ଠିକ କଥା ଯେ ନବ ଦାସ ସମୟ ପୂର୍ବରୁ ଚାଲିଗଲେ ଆରପାରିକୁ। ନବ ଦାସଙ୍କୁ ହତ୍ୟା କରିଦିଆଗଲା। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚାନ୍ଦନୀମାଲରେ ଆୟୋଜିତ ସଧାରଣ ସଭାରେ ଏ କଥା କହିଛନ୍ତି ଦୀପାଳି ଦାସ। ଏତିକି କହି ଅଟକି ଯାଇଥିଲେ ସେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
