Advertisment

ଖୁସିର ତଣ୍ଟି କାହିଁକି କାଟିଲା ଯୁବକ?

ଦିନ ଦ୍ୱିପହରେ ଜଣଙ୍କ ଘର ଭିତରେ ପଶି ଜଣେ ନାବାଳିକାର ଝିଅର ତଣ୍ଟି କାଟି ଦେଇ ଫେରାର ମାରିଛି ଦୁର୍ବୃତ୍ତ। ଘଟଣାକୁ ଟିକିଏ ଗଭୀର ଭାବେ ଚିନ୍ତା କଲେ ଆପଣ ବି ଜାଣିପାରିବେ ଏହା କେତେ ସାଙ୍ଘାତିକ ଘଟଣା। ଏ ଘଟଣା ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମର। ସକାଳ ପ୍ରାୟ ୧୦ଟା ହେବ ଏହି ଗାଁ'ର ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ ନିଜ ମା’ଙ୍କ ସହିତ ଘର ଭିତରେ ଥାନ୍ତି। ଏହି ସମୟରେ ଜଣେ ଦୁର୍ବୃତ୍ତ ଘର ଭିତରକୁ ପଶି ଆସି ୧୨ ବର୍ଷୀୟା ଝିଅ ଖୁସିକୁ ଆକ୍ରମଣ କରିଥିଲା।

author-image
Debendra Prusty

Crime Odisha Police Odisha