କାହିଁକି ସଭାପତି ହେଲେ ମନମୋହନ? || Why Manmohan Samal Chosen As BJP Odisha president || Odisha Reporter
Advertisment
ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ବିଜେପି ପୁଣି ଥରେ ରାଜ୍ୟ ସଭାପତି କରିଛି। ମନମୋହନ ପୂର୍ବରୁ ମଧ୍ୟ ଏହି ପଦବୀରେ ରହିସାରିଛନ୍ତି। ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ସେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ରହିଥିଲେ। ପୂର୍ବରୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି କୁହାଯାଉଥିଲା। ହେଲେ ହଠାତ୍ ଯେଉଁ ଭଳି ଭାବରେ ମନମୋହନଙ୍କୁ ଏହି ଦାୟିତ୍ୱ ଦିଆଗଲା ସେଥିରୁ ବିଜେପିରେ ବଦଳୁଥିବା ରାଜନୀତିର ଆଭାସ ମିଳୁଥିବା କଥା ଏବେ ଚର୍ଚ୍ଚା ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us