Advertisment

କାହିଁକି ନବୀନ କହିଲେ ୨୪ରେ ପୁଣି ମୋଦି ସରକାର?

ନବୀନ କହିଲେ ଆଉ ହରଡ଼ଘଣାରେ ପକାଇଦେଲେ କି ବିଜେଡିକୁ? ନବୀନଙ୍କ ନିମନ୍ତ୍ରଣ ବହୁତ କିଛି ରାଜନୈତିକ କଥା କହୁଛି। କାରଣ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ରହିଲା। ୩-୪ ବର୍ଷ ମଧ୍ୟରେ ପୁରୀ ବିମାନବନ୍ଦର କାମ ଶେଷ ହେବ ଆଉ ନିଜେ ପ୍ରଧାନମନ୍ତ୍ରୀ ପୁରୀ ଆସି ଏହି ବିମାନବନ୍ଦରର ଲୋକାର୍ପଣ କରିବେ କହିଲେ ନବୀନ।

Naveen Patnaik Bjp BjD Odisha Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe