Advertisment

ସମ୍ବିତଙ୍କୁ ନାଲି ଆଖି ଦେଖାଇଲେ ଋଷି

ଆଉ ଲୁଚାଛପା ନାହିଁ ଏଥର ଖୁଲମଖୁଲା ବିରୋଧ। ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀକୁ ନେଇ ବିଜେଡିର ଦୁଇ ନେତାଙ୍କ ମଧ୍ୟରେ ତୁତୁମେମେ। ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ମନର କଥା କହିଲେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ପାରାଦ୍ୱୀପରେ ନିଯୁକ୍ତି ସୁଯୋଗ ଅଛି, କିନ୍ତୁ ପାରାଦୀପ ଲୋକଙ୍କୁ ମିଳୁନି।

Odisha BjD Paradip
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe