Advertisment

କାହିଁକି ଇସ୍ତଫା ଦେଲେ ବାଗଚୀ?

ଦୀର୍ଘ ୭ ବର୍ଷ ପରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବା ଓଏସଡିଏ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ସୁବ୍ରତ ବାଗଚୀ। ଏନେଇ ସେ ଟ୍ୱିଟ୍ ମାଧ୍ୟମରେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ସେପଟେ ତାଙ୍କ ସ୍ଥାନରେ ଦକ୍ଷତା ବିକାଶ ପ୍ରାଧିକରଣର ନୂଆ ଅଧ୍ୟକ୍ଷ ଭାବେ ଅଳକା ଅରୋରା ମିଶ୍ର ନିଯୁକ୍ତି ପାଇଛନ୍ତି। ହେଲେ ବାଗଚୀଙ୍କ ଇସ୍ତଫା ପରେ ପଲଟିକାଲ ଚର୍ଚ୍ଚା ଜୋର ଧରିଛି।

author-image
Debendra Prusty

Skill Development Odisha Subroto Bagchi