Advertisment

କାହିଁକି କାନ୍ଦୁଥିଲେ ବିଦ୍ୟାଭାରତୀ?

ଏ ହେଉଛି ବିଦ୍ୟାଭାରତୀ ରହୁଥିବା ଭଡ଼ା ଘର ଦେଇ ଯାଇଥିବା ଗାଁ ରାସ୍ତା। ଏହି ରାସ୍ତାରେ ସେ କୁଆଡ଼େ ପ୍ରତିଦିନ ମର୍ଣ୍ଣିୱାକରେ ଯାଆନ୍ତି ଏବଂ ଶେଷଥର ପାଇଁ ଏହି ପୋଲ ପାଖରେ ସକାଳୁ ବସି ମୁଣ୍ଡରେ ହାତ ଦେଇ ଗଭୀର ଚିନ୍ତାରେ କାନ୍ଦୁଥିବା ଲୋକେ ଦେଖିଥିବା କହନ୍ତି। ହୁଏତ ବିଦ୍ୟାଭାରତୀ କୋର୍ଟଙ୍କ ନିର୍ଦେଶ ବିଷୟରେ ଆଗରୁ ସୂଚନା ପାଇ ସାରିଥିଲେ ବୋଲି କହିଛନ୍ତି ଗ୍ରାମବାସୀ। ଶୁଣନ୍ତୁ ଏନେଇ ଭଡ଼ା ଘର ମାଲିକ ଅଶୋକ କୁମାର ନାୟକ କଣ କହୁଛନ୍ତି।

author-image
Debendra Prusty

Acfo Soumya Death Mystery Murder Crime Odisha