\'କାହିଁକି ଲାଗିଲାନି 120 ବି ଦଫା\' | Odisha Reporter
ନବ ଦାସ ହତ୍ୟା ତଦନ୍ତକୁ ନେଇ ପ୍ରଶ୍ନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କହିଲେ, ମାମଲାରେ କାହିଁକି ୧୨୦ ବି’ ଲଗାଯାଇନି, ସାଧାରଣ ଛୋଟମୋଟ ଘଟଣାରେ ପୁଲିସ ୧୨୦ ବି ଲଗାଇ ଦେଉଛି, ୧୨୦ ବି ଲଗାଗଲେ, ଅପରାଧିକ ଷଡ଼ଯନ୍ତ୍ର ବିଷୟରେ ତଦନ୍ତ ହେବ, ଏହି ଘଟଣାରେ ଜାଣିଶୁଣି ୧୨୦ ବି ଲଗାଯାଇନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
