Advertisment

'କାହିଁକି ଲାଗିଲାନି ୧୨୦ ବି ଦଫା'

ନବ ଦାସ ହତ୍ୟା ତଦନ୍ତକୁ ନେଇ ପ୍ରଶ୍ନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କହିଲେ, ମାମଲାରେ କାହିଁକି ୧୨୦ ବି’ ଲଗାଯାଇନି, ସାଧାରଣ ଛୋଟମୋଟ ଘଟଣାରେ ପୁଲିସ ୧୨୦ ବି ଲଗାଇ ଦେଉଛି, ୧୨୦ ବି ଲଗାଗଲେ, ଅପରାଧିକ ଷଡ଼ଯନ୍ତ୍ର ବିଷୟରେ ତଦନ୍ତ ହେବ, ଏହି ଘଟଣାରେ ଜାଣିଶୁଣି ୧୨୦ ବି ଲଗାଯାଇନି।

Bijoy-mahapatra Odisha Politics Crime Branch Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe