Advertisment

କାହିଁକି ଫେଲ୍ ଓଡିଆ ଝିଅ ?

ସମ୍ବଲପୁର ପୁଲିସ ରିଜର୍ଭ ପଡ଼ିଆ। ଚାଲିଛି କନଷ୍ଟେବଲ ପଦବି ପୂରଣ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା। ଫୁଲ୍ ଯୋଶରେ ଉଭୟ ପୁରୁଷ ଓ ମହିଳା ଆଶାୟୀ। ତଦାରଖ କରୁଛନ୍ତି ଖୋଦ୍ ଏସପି। ୧୬ଶହ ମିଟର ଦୌଡ଼ିବାକୁ ପୁରୁଷଙ୍କୁ ମିଳୁଛି ସାଢ଼େ ୬ମିନିଟ୍ ଓ ମହିଳାଙ୍କ ପାଇଁ ସାଢ଼େ ୮ ମିନିଟ୍। ଲମ୍ବଡିଆଁ ପୁରୁଷଙ୍କ ପାଇଁ ୩.୬୬ ମିଟର ଓ ମହିଳାଙ୍କ ପାଇଁ ୨.୭୫ ମିଟର। ତେବେ ଆଶ୍ଚର୍ଯ୍ୟଜନକ କଥା କଣ ଜାଣିଛନ୍ତି, ସମ୍ବଲପୁର ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ବାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ।

author-image
Manoj Swain

ସମ୍ବଲପୁର ପୁଲିସ ରିଜର୍ଭ ପଡ଼ିଆ। ଚାଲିଛି କନଷ୍ଟେବଲ ପଦବି ପୂରଣ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା। ଫୁଲ୍ ଯୋଶରେ ଉଭୟ ପୁରୁଷ ଓ ମହିଳା ଆଶାୟୀ। ତଦାରଖ କରୁଛନ୍ତି ଖୋଦ୍ ଏସପି। ୧୬ଶହ ମିଟର ଦୌଡ଼ିବାକୁ ପୁରୁଷଙ୍କୁ ମିଳୁଛି ସାଢ଼େ ୬ମିନିଟ୍ ଓ ମହିଳାଙ୍କ ପାଇଁ ସାଢ଼େ ୮ ମିନିଟ୍। ଲମ୍ବଡିଆଁ ପୁରୁଷଙ୍କ ପାଇଁ ୩.୬୬ ମିଟର ଓ ମହିଳାଙ୍କ ପାଇଁ ୨.୭୫ ମିଟର। ତେବେ ଆଶ୍ଚର୍ଯ୍ୟଜନକ କଥା କଣ ଜାଣିଛନ୍ତି, ସମ୍ବଲପୁର ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ବାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ। ମାଲକାନଗିରି ଜିଲ୍ଲାର ପ୍ରୀତିରେଖା ମାରଡି ଶାରୀରିକ ଦକ୍ଷତା ପରୀକ୍ଷା କ୍ବାଲିଫାଏ କରିଛନ୍ତି। 

Advertisment
Odisha Police Police Job