Advertisment

ଅଧିକ କାହିଁକି ସିଜେରିଆନ୍ ଡେଲିଭରି?

ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ୧୫%ରେ ସୀମିତ ରଖିବାକୁ କହିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।  ଗ୍ରାମାଞ୍ଚଳରେ ଛୁଇଁଲାଣି ୨୫%, ସହରରେ ୭୫%! ଜଗତସିଂହପୁର ଜିଲ୍ଲାରେ ଅସ୍ତ୍ରୋପଚାର ଜରିଆରେ ପ୍ରସବ ହାର ୪୦%। କେବଳ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଜରିଆରେ ପ୍ରସବ ହାର ୭୫%।  ସୂଚନା ଅଧିକାର ଆଇନ ଓ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ।

ଅଦ୍ୟତନ ହୋଇଛି
Advertisment

ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ୧୫%ରେ ସୀମିତ ରଖିବାକୁ କହିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।  ଗ୍ରାମାଞ୍ଚଳରେ ଛୁଇଁଲାଣି ୨୫%, ସହରରେ ୭୫%! ଜଗତସିଂହପୁର ଜିଲ୍ଲାରେ ଅସ୍ତ୍ରୋପଚାର ଜରିଆରେ ପ୍ରସବ ହାର ୪୦%। କେବଳ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଜରିଆରେ ପ୍ରସବ ହାର ୭୫%।  ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ଭେ ବା ଏନଏଫଏଚଏସ୍-୫କୁ ଦେଖିଲେ ୨୦୨୦ରୁ ୨୦୨୧ ଭିତରେ ଭାରତରେ ଓ ଓଡ଼ିଶାରେ ଯଥାକ୍ରମେ ୨୧.୫% ଓ ୨୧.୬% ଶିଶୁ ଅସ୍ତ୍ରୋପଚାର ଜରିଆରେ ବା ସଜେରିଆନ୍ ପଦ୍ଧତିରେ ଜନ୍ମ ନେଇଛନ୍ତି।

Advertisment
Health Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe