Advertisment

କୁଆଡ଼େ ଗଲେ ବଡ଼ବଡ଼ିଆ?

ନବ ଦାସ ହତ୍ୟା ଘଟଣା ନେଇ ଦାଖଲ ହୋଇଥିବା ଚାର୍ଜସିଟ ଉପରେ ବିରୋଧିଙ୍କ ପ୍ରଶ୍ନ। ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରାଯାଇଛି। ଷଡ଼ଯନ୍ତ୍ର ଉପରେ କିଛି ଉଲ୍ଲେଖ ନାହିଁ। ବିରୋଧୀ ଦଳ ନେତା ଜୟ ନାରୟଣ ମିଶ୍ର ଗୃହରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂହଙ୍କ ନା ନେଇଥିଲେ। ସିଏମଓର ବରିଷ୍ଠ ଅଧିକାରୀଙ୍କ କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରିଥିଲେ। ହେଲେ କ୍ରାଇମବ୍ରାଞ୍ଚ ସେ ଦିଗରେ ତଦନ୍ତ କରି ନଥିବା କହିଛନ୍ତି ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ମାଝୀ।

author-image
Debendra Prusty

Odisha BjD Bjp Congress Naba Das