Advertisment

ପୁରୀ ବେଳାଭୂମି ଜେଲିମୟ

ଇଏ ହେଉଛି ପୁରୀ ବେଳାଭୂମିର ଦୃଶ୍ୟ। ଯେଉଁ ଆଡ଼େ ଦେଖିବେ ହଜାର ହଜାର ସଂଖ୍ୟାରେ ମରି ପଡ଼ିଛନ୍ତି ଜେଲିଫିସ୍। ହେଲେ ଏତେ ସଂଖ୍ୟାରେ ଜେଲି ଫିସ୍ ମରିବା ପଛର କାରଣ କଣ? ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଗତବର୍ଷ ମଧ୍ୟ ପୁରୀ ବେଳାଭୂମିରେ ଶହ ଶହ ସଂଖ୍ୟାରେ ଜେଲି ଫିସ୍ ମରି ପଡିଥିବାର ଦେଖିବାକୁ ମିଳିଥିଲା। ତେବେ ଏହାପଛର କାରଣ କଣ?

author-image
Debendra Prusty

Jelly Fish Puri Sea Beach Odisha