କାହିଁକି ହଲୁନି ବାବୁଙ୍କ ଚେର? | Odisha Reporter
କାହିଁକି ଗୋଟିଏ ଗୋଟିଏ ବିଭାଗରେ ବଦଳୁନାହାନ୍ତି ସଚିବ? ୯ ବର୍ଷ ହେଲା ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ବଦଳୁନାହାନ୍ତି! ନଗର ଉନ୍ନୟନ ବିଭାଗରେ ୯ ବର୍ଷ ହେଲା ସଚିବ ଅଛନ୍ତି ଜି. ମାଥିଭାଥନନ୍। ୬ ବର୍ଷ ହେଲା ଯୋଗାଣ ବିଭାଗ ପ୍ରମୁଖ ସଚିବ ଅଛନ୍ତି ବୀର ବିକ୍ରମ ଯାଦବ। ଗୋଟିଏ ବିଭାଗରେ ୩ ବର୍ଷରୁ ଅଧିକ ସମୟ ରହିଲେଣି ୭ ପ୍ରମୁଖ ସଚିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
