ହଠାତ୍‌ କାହିଁକି ଚର୍ଚ୍ଚାକୁ ଆସିଲା ଏହି ଘର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହଠାତ୍‌ ଚର୍ଚ୍ଚାରେ କାହିଁକି ରହୁଛି ଏହି ଘର? ବାହାରୁ ଚକାଚକ୍‌ ଦିଶୁଥିବା ବିଲ୍‌ଡିଂଟି ହେଉଛି ଏକ ଆପାର୍ଟମେଣ୍ଟ। ଯାହାର ନାଁ ରହିଛି ‘କୁଲ ହୋମ୍ସ’। ତେବେ ମନରେ ପ୍ରଶ୍ନ ଉଠୁଥିବ ଏ ଦୁନିଆରେ ଅନେକ ଘର ରହିଛି। ତାହାହେଲେ ହଠାତ୍‌ ଏଇ ଘରକୁ ନେଇ କାହିଁକି ଚର୍ଚ୍ଚା। ଏହାର ଉତ୍ତର ହୁଏତ କାହା ପାଖରେ ନଥିବ। ତେବେ ଆସନ୍ତୁ ଜାଣିବା ଏହି ଘର ବିଷୟରେ। ଟିଭି ପରଦାରେ ବିଭିନ୍ନ ଆଙ୍ଗେଲ୍‌ରେ ଦେଖିବାକୁ ମିଳୁଥିବା […]

Kool Homes

Kool Homes

Manoranjan Sial
  • Published: Friday, 29 October 2021
  • Updated: 29 October 2021, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହଠାତ୍‌ ଚର୍ଚ୍ଚାରେ କାହିଁକି ରହୁଛି ଏହି ଘର? ବାହାରୁ ଚକାଚକ୍‌ ଦିଶୁଥିବା ବିଲ୍‌ଡିଂଟି ହେଉଛି ଏକ ଆପାର୍ଟମେଣ୍ଟ। ଯାହାର ନାଁ ରହିଛି ‘କୁଲ ହୋମ୍ସ’। ତେବେ ମନରେ ପ୍ରଶ୍ନ ଉଠୁଥିବ ଏ ଦୁନିଆରେ ଅନେକ ଘର ରହିଛି। ତାହାହେଲେ ହଠାତ୍‌ ଏଇ ଘରକୁ ନେଇ କାହିଁକି ଚର୍ଚ୍ଚା। ଏହାର ଉତ୍ତର ହୁଏତ କାହା ପାଖରେ ନଥିବ। ତେବେ ଆସନ୍ତୁ ଜାଣିବା ଏହି ଘର ବିଷୟରେ।

ଟିଭି ପରଦାରେ ବିଭିନ୍ନ ଆଙ୍ଗେଲ୍‌ରେ ଦେଖିବାକୁ ମିଳୁଥିବା ‘କୁଲ୍‌ ହୋମ୍ସ’ ଆପାର୍ଟମେଣ୍ଟଟି ଛତିଶଗଡ଼ ରାଜ୍ୟର ରାୟପୁର ସହରରେ ରହିଛି। ଏହି ଆପାର୍ଟମେଣ୍ଟର E ବ୍ଲକରେ ଫ୍ଲାଟ୍‌ ନଂ. ୨୦୩ରେ ରହିଛି ଓଡ଼ିଶା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଘର। ସେଠାରେ ଏବେ ପର୍ଭ କାପୁର ନାମକ ଜଣେ ବ୍ୟକ୍ତି ରହିଛନ୍ତି। ଶୁଣିବାକୁ ମିଳୁଛି, ଏଇଠି କୁଆଡ଼େ ବସିଥିଲା ମିଳାମିଶା ବୈଠକ। ଆଉ ସେହି ବୈଠକରେ କୁଆଡ଼େ କ୍ୟାପ୍‌ଟେନ୍‌ ମଧ୍ୟସ୍ଥି ସାଜିଥିଲେ। ସେହିଠାରେ ମମିତାଙ୍କୁ ବହୁ ବୁଝାବୁଝି କରାଯାଇଥିଲା। ମାତ୍ର ସେ ଗୋବିନ୍ଦ ସାହୁଙ୍କ ବିରୋଧରେ ରଖିଥିବା ପ୍ରମାଣକୁ ନଷ୍ଟ କରିବାକୁ ଦେଇନଥିଲେ। ଆଉ ତା’ପରେ ମମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କ୍ୟାପ୍‌ଟେନ୍‌ଙ୍କ ରାୟପୁର ବୈଠକ ନେଇ ପୂର୍ବରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଥିଲେ। ଆଉ ଗୁରୁବାର ମମିତାଙ୍କ ପରିବାରକୁ ଭେଟିବା ପରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ରାୟପୁର ବୈଠକ କଥା ଉଠାଇଥିଲେ।

ବିଜୟ ଓ ନରସିଂହଙ୍କ ମନ୍ତବ୍ୟ ପରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ଧାଇଁଛନ୍ତି ରାୟପୁର। କିଏ ‘କୁଲ୍‌ ହୋମ୍ସ’ ଆପାର୍ଟମେଣ୍ଟର ଭିଡ଼ିଓ ସୁଟିଂ କରୁଛନ୍ତି ତ ଆଉ କିଏ ପ୍ରବେଶ ପଥରେ ନିୟୋଜିତ ସିକ୍ୟୁରିଟି ଗାର୍ଡ଼ଙ୍କ ସାକ୍ଷାତକାର ନେଉଛନ୍ତି। ଆଉ କିଏ ଦୂରରୁ ଠିଆ ହୋଇ ଲେନ୍ସରେ ଆପାର୍ଟମେଣ୍ଟକୁ କଏଦ କରୁଛନ୍ତି। ୧୩୨ ପରିବାର ରହୁଥିବା ଏହି ଆପାର୍ଟମେଣ୍ଟ ହଠାତ୍‌ ଚର୍ଚ୍ଚାକୁ ଆସିବାକୁ ନେଇ ସ୍ଥାନୀୟ ଲୋକେ କାବା। ସେମାନେ ମଧ୍ୟ ବୁଝିପାରୁ ନାହାନ୍ତି ଏଠି କଣ ହୋଇଛି?

ସୂଚନାରୁ ପ୍ରକାଶ, ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁର ରଙ୍ଗିଲା କାହାଣୀ ଜାଣିଥିଲେ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର। କଥାକଥାରେ ସେ କୁଆଡ଼େ ଗୋବିନ୍ଦକୁ ଧମକ ଦେଉଥିଲେ। ଯାହାକୁ ନେଇ ଚିନ୍ତିତ ଥିଲା ଗୋବିନ୍ଦ। ଏକଥା ସେ କ୍ୟାପଟେନ୍‌କୁ କହିଥିବା ଅଭିଯୋଗ ହୋଇଥିଲା। ଏହା ପରେ କ୍ୟାପ୍‌ଟେନ୍‌ ଉଭୟଙ୍କୁ ଡାକି ମାମଲା ସମାଧାନ କରିବାକୁ କହିଥିଲେ। ମାତ୍ର ମମିତା ରାଜି ହୋଇନଥିଲେ।

୮ ତାରିଖରେ ମମିତାଙ୍କୁ ଗୋବିନ୍ଦ ବୈଠକ ପାଇଁ ଡାକିଥିଲା। ମମିତା ଆସିବା ପରେ ଉଭୟ ଭବାନୀପାଟଣା ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ମମିତାର ଗଳା ଚିପି ଗୋବିନ୍ଦ ହତ୍ୟା କରିଥିଲା। ଏହା ପରେ ମୃତଦେହକୁ ଗାତରେ ପକାଇ କାର୍ଡ଼ ବୋର୍ଡ଼ ଓ ଟାୟାରରେ ନିଆଁ ଲଗାଇ ପୋଡ଼ି ଦେଇଥିଲା। ତା’ପର ଦିନ ଭୋରୁ ଆସି ସେ ଗାତରେ ମାଟି ପକାଇ ପୋତି ଦେଇଥିଲା। ସେପଟେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ମଧ୍ୟ ପୁଲିସ ମାମଲାର ତଦନ୍ତ ଚଳାଇଛି।

ଛତିଶଗଡ ରାୟପୁର ସହର ରେ ଥିବା କୁଲ ହୋମ appartment ର E ବ୍ଳକ ରେ ଥିବା flat no 203  ଦିବ୍ୟ ଶଙ୍କର ମିଶ୍ର ଙ୍କ ନାମରେ ରହିଥିବା ଜଣା ପଡିଛି ।  Owner's name କଲମ ରେ ଦିବ୍ୟ ଶଙ୍କର ମିଶ୍ର ଙ୍କ ନାମ ରହିଥିବା ବେଳେ, ସେହି flat ରେ  ପର୍ଭ କାପୁର ନାମକ  ଜନୈକ ବ୍ୟକ୍ତି ଭଡା ରେ  ରହୁଥିବା ଜଣା ପଡିଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ସପରିବାର ୨ ବର୍ଷ ହେବ ସେଠାରେ ଭଡା ରେ ରହିଆସୁଥିବା କହିଛନ୍ତି କୁଲ ହୋମ ର ସଭାପତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story