ଏହାକୁ କୁହନ୍ତି 23 ବର୍ଷିଆ ସରକାରର ଅହଙ୍କାର | Odisha Reporter
ଜନତାଙ୍କ ପ୍ରଶ୍ନରେ ବିଧାୟକ ବାବୁଙ୍କ ଅକଲଗୁଡୁମ୍। ଭୋଟର ବୁଝାଇଦେଲେ ଭୋଟର ମୂଲ୍ୟ। ମହଙ୍ଗା ପଡ଼ିଲା ଏକାଦଶାହ ଭୋଜି। ଏକାଦଶାହ ଭୋଜିରେ ସାମିଲ ହୋଇ ହଟହଟା ହେଲେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା। ଗଣି ଗଣି ଭୋଟର ମାଗିଲେ ଭୋଟର ହିସାବ। ଲୋକଙ୍କ ପ୍ରଶ୍ନ ଶୁଣି ଉତ୍ତର ଭୁଲିଗଲେ ବିଧାୟକ ବାବୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
