Advertisment

ଭିଜିଲାନ୍ସକୁ ଦେଖି ବାବୁ ଫିଙ୍ଗିଲେ ଟଙ୍କା ପେଟି

ଟଙ୍କାର ଶେଯରେ ଶୋଉଥିଲେ। ଘରେ ଥିଲା ଟଙ୍କାର ପାହାଡ଼। ଏତେ ଟଙ୍କା ଦେଖି ଭିଜିଲାନ୍ସ ଟିମ ହେଲା ଚକିତ। ଭିଜିଲାନ୍ସ ଜାଲରେ ପଡିଥିବା ନବରଂଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ରାହିଛି ଅମାପ ସମ୍ପତ୍ତି। ଏହାକୁ ଠାବ କରିଛି ଭିଜିଲାନସ। ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ତାଙ୍କର ବିପୁଳ ସମ୍ପତ୍ତି ମିଳିଛି।

author-image
Debendra Prusty

Odisha Vigilance Raid Corruption Scam Odisha Vigilance