ଋତୁ ସିଂହ, ଘର ଜୟପୁର ସ୍ଥିତ ପାରାବେଡ଼ାରେ। ଗତ ଫେବୃଆରୀ ୯ ତାରିଖରେ ସହରର ଲିଙ୍ଗରାଜ ନଗରର ହରିହର ରଥଙ୍କୁ ବିବାହ କରିଥିଲେ। ହେଲେ ବିବାହର ତିନି ମାସ ମଧ୍ୟରେ ଠକେଇ ଅଭିଯୋଗ ଆଣି ଏବେ ରାଜ ରାସ୍ତାରେ ଓଡ଼ିଶା ପ୍ରଶାସନିକ ଅଧିକାରିଣୀ ଶ୍ରୀମତୀ ସିଂହ।