Advertisment

ଜୁଇରେ ଜଳୁଛି ସିନ୍ଦୂର,ସ୍ତ୍ରୀ କହୁଛନ୍ତି 'Proud Of You'

କଅଁଳ ବୟସରେ ସଂସାର ଭାଙ୍ଗିଯାଇଛି। ତଥାପି ଆଖିର ଲୁହକୁ ଅଟକାଇ ହାତ ଉଠେଇ ମୃତ ସ୍ୱାମୀକୁ ସାଲ୍ୟୁଟ କରି କହୁଛନ୍ତି 'ଆଇ ପ୍ରାଉଡ ଅଫ ୟୁ'। କାନ୍ଥରୁ ବିବାହର ଚିତା ଲିଭି ନଥିବା ବେଳେ ମଥାରୁ ସିନ୍ଦୂର ଲିଭିଯାଇଛି। ଏ ଛାତିଫଟା ଦୁଃଖକୁ କେମିତି ବା ସହିବେ? ଦିନେ ସାରା ଗାଁ ତାଙ୍କ ପାଇଁ ଗର୍ବ କରୁଥିଲା। ଆଜି ସାରା ଗାଁ ତାଙ୍କ ପାଇଁ କାନ୍ଦୁଛି। ପାଟଣାଗଡ଼ ବେଲପଡା ବ୍ଲକର ବାଗଉଡ଼ାର ଗାଁର ପ୍ରତାପ ନିଆଲ। ୨୦୧୩ ମସିହାରେ ସୀମା ସୁରକ୍ଷା ବଳରେ କନେଷ୍ଟବଳ ଭାବେ ଭର୍ତ୍ତି ହୋଇଥିଲେ।

author-image
Debendra Prusty

Odisha Odia Jawan Army Jawan