Advertisment

ସ୍ତ୍ରୀ ବ୍ଲକ ଅଧ୍ୟକ୍ଷା, ସ୍ୱାମୀ ୪୨୦ କଣ୍ଟ୍ରାକ୍ଟର

ସ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଅଧ୍ୟକ୍ଷା। ସ୍ୱାମୀ ପେଶାରେ ଠିକାଦାର ଆଉ ରାଜନୀତିରେ ବି ନିଶା ରଖନ୍ତି। ହେଲେ ବାବୁଙ୍କ କାରନାମା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ବ୍ଲକରେ ଠିକାଦାରୀ କରୁଥିବା ଠିକାଦାର ବାବୁ ଠିକା କାମ ପାଇଁ ୧୫ ଲକ୍ଷ ଟଙ୍କାର ସିକ୍ୟୁରିଟି ଟଙ୍କା ଜମା କରିଥିଲେ ।

author-image
Manoj Swain

ସ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଅଧ୍ୟକ୍ଷା। ସ୍ୱାମୀ ପେଶାରେ ଠିକାଦାର ଆଉ ରାଜନୀତିରେ ବି ନିଶା ରଖନ୍ତି। ହେଲେ ବାବୁଙ୍କ କାରନାମା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ବ୍ଲକରେ ଠିକାଦାରୀ କରୁଥିବା ଠିକାଦାର ବାବୁ ଠିକା କାମ ପାଇଁ ୧୫ ଲକ୍ଷ ଟଙ୍କାର ସିକ୍ୟୁରିଟି ଟଙ୍କା ଜମା କରିଥିଲେ।

Advertisment
Odisha