ସ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଅଧ୍ୟକ୍ଷା। ସ୍ୱାମୀ ପେଶାରେ ଠିକାଦାର ଆଉ ରାଜନୀତିରେ ବି ନିଶା ରଖନ୍ତି। ହେଲେ ବାବୁଙ୍କ କାରନାମା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ବ୍ଲକରେ ଠିକାଦାରୀ କରୁଥିବା ଠିକାଦାର ବାବୁ ଠିକା କାମ ପାଇଁ ୧୫ ଲକ୍ଷ ଟଙ୍କାର ସିକ୍ୟୁରିଟି ଟଙ୍କା ଜମା କରିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
‘ଗଞ୍ଜେଇ ଖାଇ ସେମିତି ଅଛନ୍ତି, ମଦ ଖାଇ ମରୁଛନ୍ତି’
ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧକୁ ନେଇ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେପଟେ ସରକାରଙ୍କୁ ମଦ କେବେ ବନ୍ଦ କରିବ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାାଉତରାୟ।
Odisha
MLA ରହିଲେ, MP କ’ଣ ହଜିଗଲେ?
ନାମ ଫଳକକୁ ନେଇ କଂଗ୍ରେସ କର୍ମୀଙ୍କ ପ୍ରତିବାଦ। ଉଦଘାଟନ ପୂର୍ବରୁ ନାମ ଫଳକକୁ ଚୁନା କରିଦେଲେ। ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ବି କଲେ। ନୂତନ ନିର୍ମାଣ ହୋଇଥିବା ବ୍ଲକ କାର୍ଯ୍ୟାଳୟ ଉଦଘାଟନ ନାମଫଳକରେ କୋଟାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାମ ଉଲ୍ଲେଖ ନଥିବାକୁ ନେଇ ହାଇଡ୍ରାମା।
Odisha
କାହା ପାଇଁ ଭୋଗ, କାହା ପାଇଁ ନିଶା
ଶିବ ମନ୍ଦିରରେ ନିଷିଦ୍ଧ ହେଲା ଗଞ୍ଜେଇ। ଚିଠି କଲା ସଂସ୍କୃତି ବିଭାଗ। ଶିବ ମନ୍ଦିରକୁ ଗଞ୍ଜେଇ ଆଣୁଛି କିଏ? କିଛି ଲୋକଙ୍କ ଯୁକ୍ତି, ଗଞ୍ଜେଇ ହେଉଛି ଭୋଗ। ତ୍ରିନାଥ ମେଳାରେ କଣ ହେବ? ପୂର୍ବରୁ ଶିବ ମନ୍ଦିରରେ ଗଞ୍ଜେଇ ଟାଣିବାକୁ ଅନୁମତି ଥିଲା କି?
Odisha
ମାଟିରେ ମିଶିଲା ବଡ଼ ଆଖଡା ମଠ
ଶ୍ରୀମନ୍ଦିର ପୂର୍ବ ଓ ଊତ୍ତର କୋଣରେ ଥିବା ବଡ଼ ଆଖଡା ମଠର ଅବଶିଷ୍ଟାଂଶ ଉଚ୍ଛେଦ କରାଯାଇଛି। ବଡ଼ ଆଖଡା ମଠର ମହନ୍ତ ମହାରାଜା ବାସସ୍ଥାନକୁ ଉଚ୍ଛେଦ କରାଯାଇଛି। ମଠର ମନ୍ଦିରକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଉଚ୍ଛେଦ କରାଯାଇଛି। ମଠ ଯେତେବେଳେ ଉଚ୍ଛେଦ କରାଯାଇଥିଲା ଏହି ସ୍ଥାନକୁ ଛାଡ଼ି ଅନ୍ୟ ସ୍ଥାନକୁ ଉଚ୍ଛେଦ କରାଯାଇଥିଲା। ଏପରିକି ମଠରେ ଥିବା ଲୁଗାପଟିକୁ ଭଙ୍ଗା ଯାଇଥିଲା। ଏଥିରେ ଶହେରୁ ଅଧିକ ଦୋକାନ ଉଚ୍ଛେଦ କରାଯାଇଥିଲା।