‘ତାଙ୍କୁ ମାରିସାରିଲେଣି, ଆଉ କେତେ ମହିଳାଙ୍କୁ ବିଧବା କରିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସ୍ୱାମୀଙ୍କୁ ମାରିଦେଲେ। ତାଙ୍କୁ କୋଭିଡ୍‌ ହୋଇଛି କହି କ୍ୟାପିଟାଲ ହସପିଟାଲରୁ କୋଭିଡ୍‌ ହସପିଟାଲ ନେଇ ଆସିଲେ। ଏଠି ଆସି ଦେଖିଲା ବେଳକୁ ତାଙ୍କୁ ମାରି ଦେଲେଣି। ଏମିତି କୋହଭରା କଣ୍ଠରେ କହିଛନ୍ତି ଜଣେ ମହିଳା। ଭୁବନେଶ୍ୱରର ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ, ମୋ ସ୍ୱାମୀଙ୍କୁ ଅନ୍ୟ ରୋଗରେ ଭଲ ହେବା ପାଇଁ ମୁଁ କ୍ୟାପିଟାଲ ହସପିଟାଲ ଆଣିଥିଲି। ସେଠାରେ କହିଲେ ତୁମ ସ୍ୱାମୀଙ୍କୁ କରୋନା ହୋଇଛି। ତାଙ୍କୁ କୋଭିଡ୍‌ ହସପିଟାଲ ନେଇଗଲେ। ପରେ […]

iop

iop

Tapas Behera
  • Published: Thursday, 27 May 2021
  • Updated: 27 May 2021, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସ୍ୱାମୀଙ୍କୁ ମାରିଦେଲେ। ତାଙ୍କୁ କୋଭିଡ୍‌ ହୋଇଛି କହି କ୍ୟାପିଟାଲ ହସପିଟାଲରୁ କୋଭିଡ୍‌ ହସପିଟାଲ ନେଇ ଆସିଲେ। ଏଠି ଆସି ଦେଖିଲା ବେଳକୁ ତାଙ୍କୁ ମାରି ଦେଲେଣି। ଏମିତି କୋହଭରା କଣ୍ଠରେ କହିଛନ୍ତି ଜଣେ ମହିଳା। ଭୁବନେଶ୍ୱରର ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ, ମୋ ସ୍ୱାମୀଙ୍କୁ ଅନ୍ୟ ରୋଗରେ ଭଲ ହେବା ପାଇଁ ମୁଁ କ୍ୟାପିଟାଲ ହସପିଟାଲ ଆଣିଥିଲି।

ସେଠାରେ କହିଲେ ତୁମ ସ୍ୱାମୀଙ୍କୁ କରୋନା ହୋଇଛି। ତାଙ୍କୁ କୋଭିଡ୍‌ ହସପିଟାଲ ନେଇଗଲେ। ପରେ ମେସେଜ ଆସିଲା ଆପଣଙ୍କ ପେସେଣ୍ଟର କରୋନା ନାହିଁ । ପରେ ମୁଁ ଆସିଲା ପରେ ମୋତେ କହିଲେ ତୁମ ପେସେଣ୍ଟ ଭଲ ଅଛି। ଶୋଇଛି। ହେଲେ ତାଙ୍କୁ ମାରି ସାରିଲେଣି। ଏଠୁ ସେଠି କରି ତାଙ୍କୁ ମାରିସାରିଲେଣି। ମୁଁ ଫୋନ କରିଥଲି। ମୋ ସ୍ୱାମୀ ଉଠାଇ କହିଥିଲେ, ତାଙ୍କୁ ଖାଇବାକୁ ଦିଆଯାଉନି। ବ୍ଲଡ୍‌ ପ୍ରେସର ବଢ଼ିଗଲାଣି।
https://youtu.be/rJj7YapX3Q4

ମୁଁ ଦେଖିବାକୁ ଆସିଥିଲି। ମୋତେ ଛାଡ଼ିଲେଣି। ଓଲଟି ପୁଲିସ ଆମକୁ ବାଡ଼େଇ ଘଉଡ଼ାଇଲା। ମୋର ଛୋଟ ଛୋଟ ପିଲା ମୁଁ କେମିତି ଚଳିବି ବୋଲି ସେ ପ୍ରଶ୍ନ କରିଚନ୍ତି। ଭଲ ଲୋକଟାକୁ ଆଣିଥିଲି ହେଲେ ତାଙ୍କୁ ମାରିଦେଲେ । ଏମିତି କେତେ ଲୋକଙ୍କୁ ସେମାନେ ବିଧବା କରିବେ ବୋଲି ମହିଳା ଜଣକ କାନ୍ଦି କାନ୍ଦି ପ୍ରଶ୍ନ କରିଛନ୍ତି। କୋଭିଡ୍ ମହାମାରୀ ନାମରେ ରୋଗୀଙ୍କ ଜୀବନ ସହ କେମିତି ସାଂଘାତିକ୍‌ ଖେଳ ଖେଳାଯାଉଛି ତାହା ଏହି ମହିଳାଙ୍କ ଅଭିଯୋଗ ହିଁ ବୟାନ୍‌ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story