ବାବୁଙ୍କୁ ବଦନାମ କରିଦେଲେ ପରକୀୟା ପ୍ରୀତି। ନାମ ଗୋଲକ ବିହାରୀ ମାରାଣ୍ଡି। ସାର୍ ଏବେ ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକର ଯନ୍ତ୍ରୀ ଅଛନ୍ତି। ହେଲେ ବାବୁଙ୍କ ରୋମିଓଗିରି ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ।