Advertisment

ଘର ଭିତରେ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କଲେ ସ୍ତ୍ରୀ

ବେଳେବେଳେ କିଛି ଘଟଣା ଏମିତି ଥାଏ ଯାହା ଶୁଣିଲେ ମଣିଷ ଅବାକ ହୋଇଯାଏ। ଆଉ ମନକୁ ଆସେ ସତରେ କଣ ସମାଜରେ ଏମିତି ଘଟଣା ଘଟୁଛି! ଏହା ଠିକ ସେହିଭଳି ଏକ ଘଟଣା। ଦୁଇ ଦୁଇଟା ଡାକ୍ତର ପୁଅ ଥାଉ ଥାଉ ଜଣେ ୫୫ ବର୍ଷୀୟା ମହିଳା ନିଜ ଘର ଭିତରେ ହିଁ ନିଜ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କରିଛନ୍ତି। କାରଣ ବାପାଙ୍କ ମୃତ୍ୟୁ ପରେ ବାପାଙ୍କୁ କାନ୍ଧରେ ନେବା ତ ଦୂରର କଥା ବାପାଙ୍କ ମୃତଦେହକୁ ସଂସ୍କାର ଘରକୁ ଆସିନଥିଲେ ଦୁଇ ପୁଅ। ଏମିତି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶ କୁର୍ନଲର ପାଥିକୋଣ୍ଡା ସହରରେ।

Andhra Pradesh Last Rites Husband-wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe