ସିନ୍ଦୂର ରଚିଲା ଷଡ଼ଯନ୍ତ୍ର: ୩୦ ହଜାର ଡିଲ୍‌...

ମୋହନା (ମିହିର ଯତି): ପ୍ରେମ ବିବାହ କରି ସାତଜନ୍ମ ପାଇଁ ଜୀବନସାଥୀ ହୋଇ ରହିବା ପାଇଁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ପରକୀୟା ପ୍ରୀତିରେ ଅନ୍ଧ ହୋଇ ସ୍ତ୍ରୀ ଭୁଲିଗଲା ୧୪ ବର୍ଷର ପ୍ରେମ ସମ୍ପର୍କ। ଯାହାର ପରିଣାମ ସ୍ୱରୂପ ସ୍ୱାମୀଙ୍କୁ ମାରିଦେବା ପାଇଁ ପ୍ରେମିକ ସହ ମିଶି ରଚାଇଲେ ଭୟଙ୍କର ହତ୍ୟାକାଣ୍ଡ। କେବଳ ଏତିକି ନୁହେଁ, ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୩୦ ହଜାର ଟଙ୍କା ଓ ୩ ଜଣ ସୁପାରି କିଲରଙ୍କୁ ପ୍ରସ୍ତାବ ମଧ୍ୟ […]

stree

stree

Puspanjali Panda
  • Published: Monday, 06 January 2020
  • Updated: 06 January 2020, 10:25 PM IST

Sports

Latest News

ମୋହନା (ମିହିର ଯତି): ପ୍ରେମ ବିବାହ କରି ସାତଜନ୍ମ ପାଇଁ ଜୀବନସାଥୀ ହୋଇ ରହିବା ପାଇଁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ପରକୀୟା ପ୍ରୀତିରେ ଅନ୍ଧ ହୋଇ ସ୍ତ୍ରୀ ଭୁଲିଗଲା ୧୪ ବର୍ଷର ପ୍ରେମ ସମ୍ପର୍କ। ଯାହାର ପରିଣାମ ସ୍ୱରୂପ ସ୍ୱାମୀଙ୍କୁ ମାରିଦେବା ପାଇଁ ପ୍ରେମିକ ସହ ମିଶି ରଚାଇଲେ ଭୟଙ୍କର ହତ୍ୟାକାଣ୍ଡ। କେବଳ ଏତିକି ନୁହେଁ, ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୩୦ ହଜାର ଟଙ୍କା ଓ ୩ ଜଣ ସୁପାରି କିଲରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଆଜି ପ୍ରେସ୍‌ମିଟ୍‌ରେ ଗଜପତିର ଅତିରିକ୍ତ ଏସ୍‌ପି ଏହି ହତ୍ୟାକାଣ୍ଡର ଖୁଲାସା କରିଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଗୋଲାମୁଣ୍ଡା ଅଞ୍ଚଳ ଯୁବରାଜ ଚଣ୍ଡୀ ପେଶାରେ ଜଣେ ଗାଡ଼ି ଚାଳକ। ସେ ମଙ୍ଗୁ(ଛଦ୍ମନାମ)ଙ୍କୁ ୧୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ମୁନିଗୁଡା ଗୁପ୍ତା କଲୋନୀରେ ରହୁଥିଲେ। ଉଭୟଙ୍କର ବର୍ତ୍ତମାନ ୧୨ ବର୍ଷ ଓ ୭ ବର୍ଷର ଦୁଇଟି ପିଲା ଅଛନ୍ତି। ହେଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁନଥିଲା। କଥା କଥାରେ ପାଟିତୁଣ୍ଡ ହେଉଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ଫାଟର ସୁଯୋଗ ନେଇଥିଲା ଜଣେ ଫଳ ବ୍ୟବସାୟୀ। ସେ ମଙ୍ଗୁଙ୍କୁ ତା’ ଭଲ ପାଇବା ଜାଲରେ ଫସାଇ ଦେଇଥିଲା। ଧୀରେ ଧୀରେ ଉଭୟଙ୍କ ପ୍ରେମ ନିବିଡ଼ ହେଲା। ତେଣୁ ପ୍ରେମର ଅନ୍ଧ ହୋଇ ସ୍ୱାମୀକୁ ମାରିଦେବା ପାଇଁ ମଙ୍ଗୁ ପ୍ରେମିକ ସହିତ ମିଶି ଷଡ଼ଯନ୍ତ୍ର ରଚିଥିଲା।

ତେବେ ଗତ ୩୧ ତାରିଖରେ ଯୁବରାଜ ପିକ୍‌ନିକ କରିବା ପାଇଁ ଯାଇଥିଲେ। ରାତିରେ ଯେତେବେଳେ ପିକ୍‌ନିକ୍‌ରୁ ଫେରିଲେ, ଏହି ସମୟରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଦେଖିବାକୁ ପାଇଥିଲେ। ଏହା ଦେଖି ଯୁବରାଜ ଉତ୍‌କ୍ଷିପ୍ତ ହୋଇ ଉଭୟଙ୍କୁ ଗାଳି ଦେଇଥିଲେ। ଧରା ପଡ଼ିଯିବା ଭୟରେ ମଙ୍ଗୁ ଓ ତାଙ୍କ ପ୍ରେମିକ ପୂର୍ବରୁ ସୁପାରି ଦେଇଥିବା ୩ କିଲରଙ୍କ ସହ ମିଶି ଯୁବରାଜଙ୍କୁ ବେଲଣାପେଡ଼ି କାଠି ଓ ତାୱାରେ ପିଟି ହତ୍ୟା କରିଥିଲେ। ପରେ ରକ୍ତାକ୍ତ ମରଶରୀରକୁ ବେଡ୍‌ସିଟ୍‌ରେ ୩ ସୁପାରୀ କିଲର ଗଜପିତି ଜିଲ୍ଲା ଅଡ଼ବା ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ତା’ପରେ ରକ୍ତାକ୍ତ ଚଟାଣକୁ ପାଣି ଢ଼ାଳି ସଫା କରିଦେଇଥିଲେ ମଙ୍ଗୁ ଓ ତା ପ୍ରେମିକ।

ସେହି ରାତିରେ ମଙ୍ଗୁ ଓ ତାଙ୍କ ପ୍ରେମିକ ସୁପାରି କିଲର ଦୁଇଜଣ ମୃତଦେହକୁ ନେଇ ଗଜପତି ଜିଲ୍ଲା ଅଡବା ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇ ଆସିଥିଲେ। ଏହା ପରେ ମଙ୍ଗୁ କିଛି ନଜାଣିଲା ପରି ଘରକୁ ଫେରି ଆସିଥିଲେ। ତା’ପରଦିନ ସକାଳେ ସ୍ୱାମୀ ନିଖୋଜ ନେଇ ସେ ମୁନିଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଅଡବା ପୁଲିସ ରାସ୍ତା ପାର୍ଶ୍ୱରୁ ଏକ ମୃତଦେହ ଜବତ କରି ମୁନିଗୁଡ଼ା ଥାନାକୁ ଖବର ଦେଇଥିଲେ। ମୁନିଗୁଡ଼ା ଥାନା ପୁଲିସ ଯୁବରାଜଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଗାଁରେ ରହୁଥିବା ଯୁବରାଜଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନି ଥିଲେ। ମୃତ ଯୁବରାଜଙ୍କ ପାଖରୁ ବେଡ୍‌ସିଟ୍‌ ଓ ଅନ୍ୟାନ୍ୟ ଜିନିଷପତ୍ର ମିଳିଥିଲା। ସେହିଦିନ ସଞ୍ଜ ବେଳେ ପୁଲିସ ମଙ୍ଗୁ ରହୁଥିବା ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଘର ଭିତରେ ଏକ କୋଣରୁ ରକ୍ତ ଛିଟା ପାଇଥିଲା। ଯେଉଁଥିରୁ ହତ୍ୟା ନେଇ ସୁରାକ ପୁଲିସକୁ ମିଳିଥିଲା। ପରେ ପୁଲିସ ମଙ୍ଗୁକୁ ଧରି ଜେରା କରିବାରୁ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଏବେ ମଙ୍ଗକୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story