Advertisment

ପର ଷ୍ଟେସନରେ ଖାଦ୍ୟ ଧରି ଠିଆ ହୋଇଥିଲେ ସ୍ତ୍ରୀ

ବାହାନଗା ଟ୍ରେନ ଟ୍ରାଜେଡିରେ ଯେତେ ଶବ ସେତେ ଛାତିଫଟା କାହାଣୀ। ଶହ ଶହ ପରିବାର କାନ୍ଦୁଛନ୍ତି ଗୁମୁରି ଗୁମୁରି। ଆଉ ସେ ଭିତରୁ ଏ ପରିବାର ବି ଗୋଟିଏ। ଯୋଉଠି ଖାଦ୍ୟ ଧରି ସେଦିନ ପରବର୍ତ୍ତୀ ଷ୍ଟେସନରେ ସ୍ୱାମୀଙ୍କୁ ଅପେକ୍ଷା କରିଥିବା ନବବିବାହିତା ଏଇ ପତ୍ନୀ ଜଣକ ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ ସବୁଦିନ ପାଇଁ ନିଜ ପ୍ରିୟ ମଣିଷଟାକୁ ସେ ହରାଇ ଦେଇଛନ୍ତି।

author-image
Debendra Prusty

Train Accident Train Tragedy Coromandel Express Odisha