ପର ଷ୍ଟେସନରେ ଖାଦ୍ୟ ଧରି ଠିଆ ହୋଇଥିଲେ ସ୍ତ୍ରୀ | Odisha Reporter
Advertisment
ବାହାନଗା ଟ୍ରେନ ଟ୍ରାଜେଡିରେ ଯେତେ ଶବ ସେତେ ଛାତିଫଟା କାହାଣୀ। ଶହ ଶହ ପରିବାର କାନ୍ଦୁଛନ୍ତି ଗୁମୁରି ଗୁମୁରି। ଆଉ ସେ ଭିତରୁ ଏ ପରିବାର ବି ଗୋଟିଏ। ଯୋଉଠି ଖାଦ୍ୟ ଧରି ସେଦିନ ପରବର୍ତ୍ତୀ ଷ୍ଟେସନରେ ସ୍ୱାମୀଙ୍କୁ ଅପେକ୍ଷା କରିଥିବା ନବବିବାହିତା ଏଇ ପତ୍ନୀ ଜଣକ ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ ସବୁଦିନ ପାଇଁ ନିଜ ପ୍ରିୟ ମଣିଷଟାକୁ ସେ ହରାଇ ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us