Advertisment

୧୧ ଛୁଆଙ୍କ ମା’ ହେଲେଣି, ସ୍ୱାମୀ ଆହୁରି ଚାହୁଁଛନ୍ତି!

ବାହାଘର ପରଠୁ କେବଳ ଛୁଆ ଜନ୍ମ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଡଜନେ ଛୁଆ ଜନ୍ମ କଲେଣି। ତଥାପି ସ୍ୱାମୀର ମନ ବୁଝୁ ନାହିଁ। ଅସହ୍ୟ କଷ୍ଟ ପାଇବା ପରେ ମହିଳା ଜଣଙ୍କ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରପଚାର କରି ନେଇଥିଲେ। ଏହା ଶୁଣି ସ୍ୱାମୀ ରାଗି ପାଚି ଲାଲ। ଏ ଘଟଣା ଘଟିଛି ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତ ଡ଼ିମିରିଆ ଅଞ୍ଚଳରେ।

ଅଦ୍ୟତନ ହୋଇଛି

Tubectomy Family Planning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe