Advertisment

ଏଥର ଘାଣ୍ଟିବ ସିବିଆଇ?

ଏଥର ଘାଣ୍ଟିବ କି ସିବିଆଇ? ଖୋଲି ଦେବ କି ମନୋଜ ମିଶ୍ରଙ୍କ ପୂରା ବିଜେଡି ଲିଙ୍କ? କେମିତି ସାମ୍ରାଜ୍ୟ ଚଳାଉଥିଲେ ବଲାଙ୍ଗିରର ମନୋଜ ମିଶ୍ର? କେଉଁ ବଡ଼ ନେତାଙ୍କ ସହ ମନୋଜଙ୍କ ରହିଛି ଲିଙ୍କ? ଜାଲ ସାର୍ଟିଫିକେଟର ମାୟା ଜାଲ ଲମ୍ବିଛି ରାଜ୍ୟର ପ୍ରାୟ ସବୁ ଜିଲ୍ଲାକୁ। ଏହି ଜାଲ ସାର୍ଟିଫିକେଟ୍ କାରବାର କରି ମନୋଜ ବହୁ ଟଙ୍କା ରୋଜାଗାର କରିଥିବା କୁହାଯାଉଛି।

author-image
Debendra Prusty

Odisha CBI Job Scam Odisha Job Scam