ମାଗିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିସାବ: କାମ ଯୋଗାଇଦେବେ ନା, କେବଳ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଘରବାହୁଡ଼ା ହୋଇଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ଆକଳନ କରିବା ଓ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି। ତେବେ କରୋନା କରୋନା ସଂକ୍ରମଣ ପୂର୍ବରୁ ରାଜ୍ୟରେ ବେକାରୀ ଓ ଦାଦନ ସମସ୍ୟା ଉତ୍କଟ ସ୍ଥିତିରେ ଥିବାବେଳେ […]

migrant

migrant

Subrat Kumar Nayak
  • Published: Wednesday, 15 July 2020
  • Updated: 15 July 2020, 10:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଘରବାହୁଡ଼ା ହୋଇଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ଆକଳନ କରିବା ଓ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି। ତେବେ କରୋନା କରୋନା ସଂକ୍ରମଣ ପୂର୍ବରୁ ରାଜ୍ୟରେ ବେକାରୀ ଓ ଦାଦନ ସମସ୍ୟା ଉତ୍କଟ ସ୍ଥିତିରେ ଥିବାବେଳେ ଏବେ ରାଜ୍ୟକୁ ଫେରିଥିବା ଓଡ଼ିଆ ଶ୍ରମିକମାନଙ୍କ ଦକ୍ଷତା ଆକଳନ କରିବା ଓ କର୍ମସଂସ୍ଥାନ ଯୋଗାଇବାର ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଗତକାଲି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟକୁ ବହୁସଂଖ୍ୟକ ପ୍ରବାସୀ ଶ୍ରମିକଙ୍କ ଆଗମନ ଫେରିଥିବା ସମ୍ପର୍କରେ ତଥ୍ୟ ମାଗିଛନ୍ତି। ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଆଦି ରାଜ୍ୟରୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଟେକ୍ସଟାଇଲ୍ କ୍ଷେତ୍ରରେ କାମ କରୁଥିଲେ । ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ସୁଯୋଗ ଦେବା ଉଦ୍ଦେଶ୍ୟରେ ଏବେ ଜିଲ୍ଲାସ୍ତରରେ ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ଚିହ୍ନଟ କାର୍ଯ୍ୟକ୍ରମ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକମାନଙ୍କ ଡାଟାବେସ୍ ପ୍ରସ୍ତୁତ ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଡାଟାକୁ ଜିଲ୍ଲା ପ୍ରଶାସନଠୁ ସଫ୍ଟ କପିକୁ ଆକାରରେ ଗ୍ରହଣ ନିମନ୍ତେ ବିଭାଗୀୟ ଅଫିସରମାନଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି ଓ ସେମାନଙ୍କୁ ସହଯୋଗ ପାଇଁ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ସଂକ୍ରମଣ ବ୍ୟାପିବା ଓ ଲକଡାଉନ୍ ପରେ ଓଡ଼ିଶାକୁ ପ୍ରାୟ ୮ଲକ୍ଷ ପ୍ରବାସୀ ଶ୍ରମିକ ଫେରିଛନ୍ତି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ତେବେ ବେସରକାରୀ ଭାବେ ରାଜ୍ୟକୁ ପ୍ରାୟ ୧୩ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ହୋଥିବାବେଳେ ପ୍ରାୟ ୧୮ଲକ୍ଷରୁ ଅଧିକ ଓଡ଼ିଆ ଲୋକ ଘରକୁ ଆସିବେ ବୋଲି ପଞ୍ଜିକରଣ କରିଥିଲେ ବୋଲି କୁହାଯାଉଛି। ଅବଶ୍ୟ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟାକୁ ନେଇ ସରକାର ଯେଉଁ ତଥ୍ୟ ଦେଉଛନ୍ତି ତାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗ୍ରହଣ କରୁନାହାନ୍ତି। ଆଉ ରାଜ୍ୟରେ ପ୍ରାୟ ୪୦ଲକ୍ଷ ବେକାର ଯୁବକଯୁବତୀ ଥିବାବେଳେ କରୋନା ଯୋଗୁ ରାଜ୍ୟକୁ ଫେରିଥିବା ଲକ୍ଷ ଲକ୍ଷ ସଂଖ୍ୟକ ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇବାକୁ ଏବେ ଜିଲ୍ଲାସ୍ତରରେ ଚାଲିଥିବା ଦକ୍ଷତା ଆକଳନ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ଥିବା ରାଜ୍ୟ ସରକାର ଜିଲ୍ଲାସ୍ତରରେ ପ୍ରବାସୀଙ୍କ ଦକ୍ଷତା ଆକଳନ କରି କେବଳ ବାହାବା ନେବାକୁ ପ୍ରୟାସ କରୁଛନ୍ତି ନା ବାସ୍ତବରେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story