Advertisment

ନେତା ଆମଦାନୀ କଲେ ମିଳିବ କି ଆଦିବାସୀ ଭୋଟ୍?

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଏବେ ଜୋରସୋରରେ ଚାଲିଛି ଉପ ନିର୍ବାଚନ ପାଇଁ ପ୍ରଚାର। ନିର୍ବାଚନରେ ଜାତିର ସମୀକରଣ ଭୋଟ୍ ମଧ୍ୟ ରହିଛି। ଏହି ନିର୍ବାଚନରେ ଆଦିବାସୀ ଭୋଟ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ ବୋଲି କୁହାଯାଉଛି। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଅଛନ୍ତି ଗଣ୍ଡ, କିଷାନ, ଖଡ଼ିଆ, କୋହ୍ଲ ଏବଂ ଭୂୟାଁ ଭଳି ଆଦିବାସୀ ସଂପ୍ରଦାୟର ଲୋକ। ବିଶେଷ ଭାବେ ଗଣ୍ଡ ସମାଜ ଲୋକଙ୍କର ଅଧିକ ଦବଦବା ରହିଥିବା କୁହାଯାଏ ଏହି ଅଞ୍ଚଳରେ।

author-image
Debendra Prusty

Odisha BjD Jharsuguda Bypoll