କୋରାପୁଟରେ ସଫା ହୋଇଯିବ କି କଂଗ୍ରେସ?

କଂଗ୍ରେସର ନୂଆ ଜିଲ୍ଲା ସଭାପତି ନିଯୁକ୍ତି ହେବା ପରେ ଏବେ ଉଠୁଛି ପଡୁଛି କୋରାପୁଟ ରାଜନୀତି। ଗୋଟିଏ ପଟେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଅନ୍ୟପଟେ ସାଂସଦ ସପ୍ତଗିରି ଉଲ୍ଲାକା। ବାହାରକୁ ସ୍ପଷ୍ଟ ଭାବେ ଦେଖା ନଗଲେ ମଧ୍ୟ କୋରାପୁଟ କଂଗ୍ରେସରେ ଆରମ୍ଭ ହୋଇସାରିଛି ଯୁଦ୍ଧ। ଅର୍ଥାତ ଏବେ ଦି ଫାଳ କୋରାପୁଟ୍ କଂଗ୍ରେସ। ଆଉ ଏହାର ଗୋଟିଏ କାରଣ ହେଉଛି ତାରାପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ କଂଗ୍ରେସ ଜିଲ୍ଲା ସଭାପତି ପଦରୁ ବାହାର କରି ଦୁର୍ଗାଶଙ୍କର ସାହୁଙ୍କୁ ସଭାପତି କରିବା।

Debendra Prusty
  • Published: Wednesday, 21 June 2023
  • Updated: 21 June 2023, 01:06 PM IST

କଂଗ୍ରେସର ନୂଆ ଜିଲ୍ଲା ସଭାପତି ନିଯୁକ୍ତି ହେବା ପରେ ଏବେ ଉଠୁଛି ପଡୁଛି କୋରାପୁଟ ରାଜନୀତି। ଗୋଟିଏ ପଟେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଅନ୍ୟପଟେ ସାଂସଦ ସପ୍ତଗିରି ଉଲ୍ଲାକା। ବାହାରକୁ ସ୍ପଷ୍ଟ ଭାବେ ଦେଖା ନଗଲେ ମଧ୍ୟ କୋରାପୁଟ କଂଗ୍ରେସରେ ଆରମ୍ଭ ହୋଇସାରିଛି ଯୁଦ୍ଧ। ଅର୍ଥାତ ଏବେ ଦି ଫାଳ କୋରାପୁଟ୍ କଂଗ୍ରେସ। ଆଉ ଏହାର ଗୋଟିଏ କାରଣ ହେଉଛି ତାରାପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ କଂଗ୍ରେସ ଜିଲ୍ଲା ସଭାପତି ପଦରୁ ବାହାର କରି ଦୁର୍ଗାଶଙ୍କର ସାହୁଙ୍କୁ ସଭାପତି କରିବା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos