କୋରାପୁଟରେ ସଫା ହୋଇଯିବ କି କଂଗ୍ରେସ ? | Odisha Reporter
Advertisment
କଂଗ୍ରେସର ନୂଆ ଜିଲ୍ଲା ସଭାପତି ନିଯୁକ୍ତି ହେବା ପରେ ଏବେ ଉଠୁଛି ପଡୁଛି କୋରାପୁଟ ରାଜନୀତି। ଗୋଟିଏ ପଟେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଅନ୍ୟପଟେ ସାଂସଦ ସପ୍ତଗିରି ଉଲ୍ଲାକା। ବାହାରକୁ ସ୍ପଷ୍ଟ ଭାବେ ଦେଖା ନଗଲେ ମଧ୍ୟ କୋରାପୁଟ କଂଗ୍ରେସରେ ଆରମ୍ଭ ହୋଇସାରିଛି ଯୁଦ୍ଧ। ଅର୍ଥାତ ଏବେ ଦି ଫାଳ କୋରାପୁଟ୍ କଂଗ୍ରେସ। ଆଉ ଏହାର ଗୋଟିଏ କାରଣ ହେଉଛି ତାରାପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ କଂଗ୍ରେସ ଜିଲ୍ଲା ସଭାପତି ପଦରୁ ବାହାର କରି ଦୁର୍ଗାଶଙ୍କର ସାହୁଙ୍କୁ ସଭାପତି କରିବା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us