Advertisment

ବୋହୂଙ୍କୁ ନ୍ୟାୟ ଦେବେ କି ନବୀନ?

ଦୁଇ ବୋହୂଙ୍କ ନିର୍ଯାତନା ଅଭିଯୋଗକୁ ନେଇ ଏବେ ଅଡୁଆରେ ପୂରା ବିଜେଡି। ରାଜାଘର କଳି ଏବେ ବେଡ଼୍‌ ରୁମରୁ ବାହାରି ରାସ୍ତା ଉପରକୁ ଆସିଯାଇଛି। କଥା ଟୁପୁରୁ ଟାପୁରୁରେ ଆଉ ସୀମିତ ହୋଇ ରହି ନାହିଁ। କାରଣ ପୁଅ ବୋହୂଙ୍କ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ନବୀନଙ୍କ ବାଲ୍ୟବନ୍ଧୁ ତଥା ବିଜେଡିର ବରିଷ୍ଠ ଉପସଭାପତି ଥିବା ବଲାଙ୍ଗିର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧରେ ସାନବୋହୂ ଆଣିଛି ନିର୍ଯାତନା ଅଭିଯୋଗ।

BjD Dowry Harassment Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe