Advertisment

ପାଟନା ଯିବେ ତ ନବୀନ?

ବିହାର ରାଜଧାନୀ ପାଟନାଠାରେ ଆସନ୍ତା ୧୨ ତାରିଖରେ ବିରୋଧୀ ଦଳଗୁଡ଼ିକର ବୈଠକ ବସିବ। ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚାରିଆଡ଼େ ବୁଲିବୁଲି ବିଭିନ୍ନ ନେତାଙ୍କୁ ଭେଟିବା ପରେ ପାଟନାଠାରେ ଏହି ସବୁ ଦଳ ମିଳିତ ଭାବରେ ବସି ଚୂଡ଼ାନ୍ତ ରଣନୀତି ସ୍ଥିର କରିବେ। ବୈଠକରେ ସାମିଲ ହେବା ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଗତମାସ ନବୀନ-ନୀତୀଶ ଭେଟଘାଟ ସମୟରେ ନିଜେ ବିହାର ମୁଖ୍ୟମନ୍ତ୍ରୀ ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବାର ଚର୍ଚ୍ଚା ହେଉଛି। ସେତେବେଳେ ଏଭଳି କୌଣସି ରାଜନୈତିକ ଚର୍ଚ୍ଚାକୁ ଉଭୟ ପକ୍ଷ କିନ୍ତୁ ଅସ୍ୱୀକାର କରିଥିଲେ। ମାତ୍ର ନୀତୀଶ ବିଭିନ୍ନ ନେତାଙ୍କୁ ଭେଟିବା ପରେ ଏବେ ପାଟନା ବୈଠକର ରୂପରେଖ ଚୂଡ଼ାନ୍ତ କରାଯାଇଥିବା କୁହାଯାଇଛି।

Naveen Patnaik BjD Nitish Kumar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe