Advertisment

ବିରି ମାଡ଼ ଦେଖି କୋଳଥ ଚେପା

ବିଡ଼ା ବିଡ଼ା ପାଞ୍ଚ ଶହ ଟଙ୍କିଆ ଟଙ୍କା। ଗଣି ଗଣି ଥକିପଡ଼ିଲେ ଭିଜିଲାନ୍ସ ଅଧିକାରୀ ହେଲେ ଗଣା ସରିଲାନି। ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ୍ ଜାରି ରଖିଥିଲେ ଭିଜିଲାନ୍ସ ଅଧିକାରୀ। ଗରିବ ଲୋକଙ୍କ ରକ୍ତ ଶୋଷି ଚାଲିଥିଲେ ଅତିରିକ୍ତ ଉପ-ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ।

Odisha Vigilance Odisha Corruption Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe