Advertisment

ବିଜେପି ଯିବେ କି ରବି ଜେନା?

ଜିଲ୍ଲା ଭିତରେ ନରଖି ୩୦୦ କିଲୋମିଟର ଦୂରକୁ ପଠାଗଲା। ଆଉ ନିଜ ଜିଲ୍ଲାରେ ରହିବନି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଦବଦବା। ବିଧାୟକଙ୍କଠାରୁ ଆରମ୍ଭ କରି ପର୍ଯ୍ୟବେକ୍ଷକ, ଦଳୀୟ ଶିବିରରେ ବି ରବୀନ୍ଦ୍ରଙ୍କ କଥା ରହୁ ନାହିଁ। ତାଙ୍କୁ ଦଳ ଏକପାଖିଆ ସହ କୋଣଠେସା କରିବାକୁ ଆରମ୍ଭ ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ପୂର୍ବରୁ ଯେଉଁଭଳି ଭାବରେ ରବୀନ୍ଦ୍ର ଜିଲ୍ଲାରେ ହୁକୁମାତି ଦେଖାଉଥିଲେ ତାହା ବି ଆଉ ନାହିଁ।

author-image
Debendra Prusty

Bjp BjD Balasore Odisha