କଟିବ କି ଭାଇନାଙ୍କ ଟିକେଟ୍ ? | Odisha Reporter
ଜୁନ୍ ୨୩ରେ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ ଡାକିଥିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ଯେଉଁଠି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ୨ ହଜାରରୁ ଉର୍ଧ୍ୱ ଲୋକଙ୍କ ସମାଗମରେ ହୋଇଥିଲା ସଭା। ବବିଙ୍କୁ ଭବ୍ୟ ଆତିଥ୍ୟତାର ସହକାରେ ସ୍ୱାଗତ କରିଥିଲେ ସମୀର। ମନ୍ତ୍ରୀ ପଦ ଯିବା ପରେ କର୍ମୀଙ୍କ ଭିତରେ ଏନର୍ଜି ଭରିବାକୁ ବବିଙ୍କୁ ଡାକିଥିଲେ ସମୀର। କିନ୍ତୁ ଭାଷଣ ଦେଇ ବବି କହିଲେ, ଏଠି ଟିକେଟ କାହାକୁ ମିଳିବ ନମିଳିବ, ତାହା ସେକେଣ୍ଡ କଥା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
