Advertisment

ପୁଣି ଫେରିବ କି ମାସ୍କ୍ ଯୁଗ ?

ପୁଣି ଫେରିବ କି ମାସ୍କ ଯୁଗ ? ଓଡ଼ିଶାରେ ୫୯ଜଣ H3N2 ପଜିଟିଭ୍ ଚିହ୍ନଟ। କାୟା ମେଲାଇ ଚାଲିଛି ଥଣ୍ଡା, କାଶ ଓ ଜ୍ବର। ଓଡ଼ିଶାରେ ପାଦ ଥାପି ସାରିଲାଣି H3N2 ଭାଇରସ୍। ଗଲାଣି ଦୁଇ ଜୀବନ, ଛାନିଆ ସରକାର।

author-image
Manoj Swain

ପୁଣି ଫେରିବ କି ମାସ୍କ ଯୁଗ ? ଓଡ଼ିଶାରେ ୫୯ଜଣ H3N2 ପଜିଟିଭ୍ ଚିହ୍ନଟ। କାୟା ମେଲାଇ ଚାଲିଛି ଥଣ୍ଡା, କାଶ ଓ ଜ୍ବର। ଓଡ଼ିଶାରେ ପାଦ ଥାପି ସାରିଲାଣି H3N2 ଭାଇରସ୍। ଗଲାଣି ଦୁଇ ଜୀବନ, ଛାନିଆ ସରକାର।

Advertisment
Odisha Health H3N2