Advertisment

କିରାଣି ବଦଳିବେ, ଆଇଏଏସ ?

ପ୍ରତି ତିନି ବର୍ଷରେ ଗୋଟିଏ ସିଟ ବା ଅଫିସରୁ ବଦଳିବେ କିରାଣି। ହେଲେ ଗୋଟିଏ ସିଟରେ ଆଇଏଏସ୍ ଯେତେ ବର୍ଷ ରହିପାରିବେ! ଆଇଏଏସଙ୍କ ବଦଳି ପାଇଁ କାହିଁକି ତିଆରି କରାଯାଇନାହିଁ ନିୟମ?

author-image
Manoj Swain

ପ୍ରତି ତିନି ବର୍ଷରେ ଗୋଟିଏ ସିଟ ବା ଅଫିସରୁ ବଦଳିବେ କିରାଣି। ହେଲେ ଗୋଟିଏ ସିଟରେ ଆଇଏଏସ୍ ଯେତେ ବର୍ଷ ରହିପାରିବେ! ଆଇଏଏସଙ୍କ ବଦଳି ପାଇଁ କାହିଁକି ତିଆରି କରାଯାଇନାହିଁ ନିୟମ? ଗୋଟିଏ ଜାଗାରେ ତିନି ବର୍ଷରୁ ଅଧିକ ସମୟ ଥିବା ଷ୍ଟାଫ୍ ବଦଳାଅ’। ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ତାଗିଦ କଲା ରାଜ୍ୟ ରାଜସ୍ବ ବିଭାଗ। ଗୋଟିଏ ସିଟରେ ୧୨ ବର୍ଷ ରହିବା ପରେ ବି ଆଇଏଏସ୍ ବଦଳୁନାହାନ୍ତି !

Advertisment
Odisha Government Ias Officer