ପ୍ରତି ତିନି ବର୍ଷରେ ଗୋଟିଏ ସିଟ ବା ଅଫିସରୁ ବଦଳିବେ କିରାଣି। ହେଲେ ଗୋଟିଏ ସିଟରେ ଆଇଏଏସ୍ ଯେତେ ବର୍ଷ ରହିପାରିବେ! ଆଇଏଏସଙ୍କ ବଦଳି ପାଇଁ କାହିଁକି ତିଆରି କରାଯାଇନାହିଁ ନିୟମ? ଗୋଟିଏ ଜାଗାରେ ତିନି ବର୍ଷରୁ ଅଧିକ ସମୟ ଥିବା ଷ୍ଟାଫ୍ ବଦଳାଅ’। ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ତାଗିଦ କଲା ରାଜ୍ୟ ରାଜସ୍ବ ବିଭାଗ। ଗୋଟିଏ ସିଟରେ ୧୨ ବର୍ଷ ରହିବା ପରେ ବି ଆଇଏଏସ୍ ବଦଳୁନାହାନ୍ତି !
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀ ଗୃହ ନାହିଁ
ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀ ଗୃହ ନାହିଁ। ବର୍ଷେ କି ଦୁଇ ବର୍ଷ ନୁହେଁ ୧୦ବର୍ଷ ହେଲାଣି ଅଙ୍ଗନବାଡ଼ି ଘରେ ଚାଲିଛି ପାଠପଢ଼ା। ଗଞ୍ଜାମରେ ଦେଖିବାକୁ ମିଳିଛି ନିଅଣ୍ଟିଆ ବ୍ୟବସ୍ଥାର ଏହି ବିକଳ ଚିତ୍ର।
Odisha
ଜନ୍ମମାଟି ଜନ ସମୁଦ୍ର
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ବୀର ଯବାନ ଦେବାଶିଷ ବିଶ୍ବାଳ ଶନିବାର ଅପରାହ୍ଣ ସାଢ଼େ ୨ଟା ସମୟରେ ପଞ୍ଚଭୂତରେ ଲୀନ ହୋଇଛନ୍ତି।
Odisha
ଏବେ ୫ ଲକ୍ଷ, ମାମଲା ସରିଲେ ୫ ଲକ୍ଷ!
ଏବେ ପାଞ୍ଚ ଲକ୍ଷ, ମାମଲା ସରିବା ପାଞ୍ଚ ଲକ୍ଷ। ହଁ ଆମେ କହୁଛୁ, ବଲାଙ୍ଗୀର ଜିଲ୍ଲାର ଝରଣୀ ଗାଁର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ସଂପର୍କରେ। ମୃତ ମମିତା ମେହେରଙ୍କ ପରିବାରକୁ ମିଳିବ ଟଙ୍କା। ଯେଉଁ ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଜେଡି ବିଧାୟକ କ୍ୟାବିଟେନ ଦିବ୍ୟାଶଙ୍କର ମିଶ୍ର ଛନ୍ଦି ହୋଇପଡ଼ିଥିଲେ।
Politics
ବିଜେପି ମନେରଖିଛି, ବିଜେଡି ଡରୁଛି!
ଝାରସୁଗୁଡ଼ାରେ ମନ୍ତ୍ରୀଙ୍କୁ ପୁଲିସ ମାରିଦେବା କାରଣରୁ ହେଉଛି ନିର୍ବାଚନ। ୨୦୧୯ ପରଠୁ ବରଗଡ଼ ଦେଖିଲାଣି ୪ ଉପନିର୍ବାଚନ। ୨ ବିଧାୟକଙ୍କ ଅକାଳ ମୃତ୍ୟୁରୁ ଆଉ ଗୋଟିଏ ପୁଲିସ ମାରିଦେବାରୁ। ଏଥର କିଛି ପରିବର୍ତ୍ତନ ହେବ ନା ପୁଣି ଶୁଭିବ ଜୟ ନବୀନ?