Advertisment

ଭୁଶୁଡ଼ି ପଡ଼ିବ କି ମୁଖ୍ୟମନ୍ତ୍ରୀଙ୍କ ଗଡ଼?

ଗଞ୍ଜାମ ଜିଲ୍ଲାରେ ପଡ଼ିଛି ଚହଳ, କିଏ ସମ୍ଭାଳିବ ମୁଖ୍ୟମନ୍ତ୍ରୀଙ୍କ ଗଡ଼? ବିକ୍ରମ କେଶରୀ ଆରୁଖ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଟଚମଟ। ଦିଗପହଣ୍ଡିରେ ସୂର୍ଯ୍ୟ ପାତ୍ରଙ୍କ ପୁଅକୁ କାଉଣ୍ଟର କରୁଛନ୍ତି ପୂର୍ବତନ ଚେୟାରମ୍ୟାନ। ଆସିକାରେ ମଞ୍ଜୁଳା ସ୍ୱାଇଁଙ୍କ ଗୋଷ୍ଠୀ ଅଲଗା, ତାଙ୍କ ବିରୋଧୀଙ୍କ ଗୋଷ୍ଠୀ ଅଲଗା। ଗୋପାଳପୁରରେ ବିଜେଡି ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କବିସୂର୍ଯ୍ୟନଗରରେ ସମାନ ଅବସ୍ଥା, ଛତ୍ରପୁରରେ ମଧ୍ୟ ବିଧାୟକଙ୍କୁ ଖୋଲାଖୋଲି ବିରୋଧ। ଖଲିକୋଟରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିରୋଧ। ଗଞ୍ଜାମ ବିଜେଡିର ଗୋଷ୍ଠୀ କନ୍ଦଳ ଭିତରେ ଭୁଶୁଡି ପଡ଼ିବ କି ମୁଖ୍ୟମନ୍ତ୍ରୀଙ୍କ ଗଡ଼?

Naveen Patnaik Ganjam Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe