Advertisment

ପଡ଼ିଯିବ ଛକି ଚିହ୍ନ!

ବୋହୂ ରୋନାଲିଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଲେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଅଭିଯୋଗର ଦିନକ ପରେ ଜବାବ ରଖି କହିଲେ, ଅଭିଯୋଗର ଆଧାର ନାହିଁ, ଭିତ୍ତିହୀନ। କେବଳ ଶଶି ବେହେରା ନୁହଁନ୍ତି ବଲାଙ୍ଗୀର ରାଜ ପରିବାରର ସାନପୁଅ ଅର୍କେଶ ସିଂଦେଓଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଦୋଛକିରେ।

author-image
Debendra Prusty

ବୋହୂ ରୋନାଲିଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଲେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଅଭିଯୋଗର ଦିନକ ପରେ ଜବାବ ରଖି କହିଲେ, ଅଭିଯୋଗର ଆଧାର ନାହିଁ, ଭିତ୍ତିହୀନ। କେବଳ ଶଶି ବେହେରା ନୁହଁନ୍ତି ବଲାଙ୍ଗୀର ରାଜ ପରିବାରର ସାନପୁଅ ଅର୍କେଶ ସିଂଦେଓଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଦୋଛକିରେ।

Advertisment
BjD Dowry Harassment Odisha